Lyrics has been copied to clipboard!
ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନାଇଁ ନାଚି କାହି ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନଇ ନାଚି କାହିଁ ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ଆମର ସମ୍ବଲପୁରୀ ମୀଥା ରେ
ଶୁଣୁ ଥିବ time ବେରି
ଆମର ନାଚି ନେମି ସରେ
ନାଚ ଗୋ କିନ୍ଦରୀ କିନ୍ଦରୀ
ଜାଣି ଥ ଚିନି ଥ
ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନାଇଁ ନାଚି କାହି ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନଇ ନାଚି କାହିଁ ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ଡଲ ଖଇଁ ରସର କେଲୀ ବଜଳେ ଚୁପ କୁ ଚୁପା
ଘୋର କେ ବଂଶି ଶୂନମି ଶୂନମି
ଚୋପକୀ ବୁଲସି ସୁତା
ଚାହା ପିହବ ଫୁଙ୍କି ଫୁଙ୍କି
ପାନ ଖାଇବ କଳେ
ଯେତେ ଡିସ୍କୋ ଧଇଲେ ଭି
ଆମେ ସମ୍ବଲପୁରୀ ଗୋ ତଳେ
ବମ ବୋଉଲୋ ମାଇଲ ଯୋଡ଼
ମାଇଲେ ମହୋଣି ଛୋଟା
ଢ଼ଙ୍ଗରି ମଇଁଷି ନସହଂ ନାଚମୀ
ବୁଦ୍ଧିର ମଲକେ ଅଟା
ଜାଣି ଥ ଚିନି ଥ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନାଇଁ ନାଚି କାହି ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନଇ ନାଚି କାହିଁ ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ଯେତେ ତମେ ଚମକୁ ଠିଁସୁ
ସବୁ ଥିନେ ହେ ସୁନ୍ଦରୀ
ଯେନ୍ତା ଚାମକେ ଦୁନିଆ ସାରା
ଆମେ ସମ୍ବଲପୁରଇ ସାରୀ
ଭାଗ ପୀରତି ସୁଣଦିଆ ଶତୀ
ଆମର ସବୁ ବେଳେ
ଏକ ଦୁକିଆ ହେୟ ଯୀଶୁ
ସମ୍ବଲପୁରିଆ ବାଜି ଗଲେ
ମନ ତା ଆମର ରୋଜା ବେ
କେଭେ ନିଁୟୀ ଯାଉ ହାରି
ଦୁଷମୋନୀ କେ ଯୀଶୁ ଭୁଲି
ମୁଲ୍କୀ ହସି ମାରି
ଜାଣି ଥ ଚିନି ଥ
ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଏ ଏ ଏ ଏ ଏ
ବାଜି ଗଲେ ରେ ଧୁଲ ନିଶାନ ତାସା
ନାଇଁ ନାଚି କାହି ଜୀବୁ
ଡୀଲକୀ ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନାଇଁ ନାଚି କାହି ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ
ବାଜି ଗଲେ ରେ ଧୁଲ ନିଶାନ ତାସା
ନଇ ନାଚି କାହିଁ ଜୀବୁ
ଦୁଲକି ଜୀଵାରେ ଦୁଲ ଦୁଲ ଆମେ ସମ୍ବଲପୁରିଆ ବାବୁ